ଆଞ୍ଚଳିକ କଟକ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ September 29, 2023 admin Spread the loveକଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ନିଆଁ ଲାଗି ଯାଇଛି । ଧୁଧୁ ହୋଇ ଜଳିଗଲା ଲୁଗା ଦୋକାନ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଦମକଳ ବାହିନୀର ୩ ଟି ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରୁଛନ୍ତି।