ଏସିଆ ଗେମ୍ ମେଡାଲ ଟାଲିରେ ୪ର୍ଥ ସ୍ଥାନରେ ଭାରତ
ଆଜି ଭାରତକୁ ୩ ପଦକ। କେବଳ ସୁଟିଂରେ ଦୁଇ ପଦକ। ପଲକ, ଇଶା ଓ ଦିବ୍ୟା ଆଣିଲେ ସଫଳତା . 50 ମିଟର ରାଇଫଲ 3 ପୋଜିସନ ସୁଟିଂରେ ଭାରତକୁ ସ୍ବର୍ଣ୍ଣ। ଭାରତୀୟ ପୁରୁଷ ଟିମର ସ୍ବର୍ଣ୍ଣ ପଦକ ବିଜୟ। ସେହିପରି ମହିଳା 10 ମିଟର ଏୟାର ପିସ୍ତଲ ସୁଟିଂରେ ରୌପ୍ୟ ଜିତିଲେ ଭାରତୀୟ ମହିଳା ଟିମ। ସେହିପରି ମେନ୍ସ ଡବଲ୍ସରେ ଭାରତକୁ ମିଳିଛି ରୌପ୍ୟ ପଦକ । ଭାରତର ପଦକ ସଂଖ୍ୟା 28କୁ ବୃଦ୍ଧି । ମେଡାଲ ଟାଲିରେ ୪ଥ ସ୍ଥାନରେ ଭାରତ।

