ରାଜ୍ୟ ବିଧାନସଭାର ଚଳିତ ଅଧିବେଶନରୁ ବିଜେପିର ଦୁଇ ବିଧାୟକଙ୍କୁ ନିଲମ୍ବିତ କଲେ ବାଚସ୍ପିତ ପ୍ରମିଳା ମଲ୍ଲିକ September 29, 2023 admin Spread the loveବାଚସ୍ପତିଙ୍କ ପୋଡ଼ିୟମ୍କୁ ଡାଲି ଫିଙ୍ଗିବା ଘଟଣାରେ ଦୁଇ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ନିଲମ୍ବିତ କରାଯାଇଛି।