ଦେଶ ବିଦେଶ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ February 20, 2024 mos live Spread the love୨୨ ରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ | ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ | ନବରଙ୍ଗପୁର, ଗଞ୍ଜାମ ଓ ମୟୂରଭଞ୍ଜ ଯିବେ, ନବରଙ୍ଗପୁରରେ କୋର କମିଟି ବୈଠକରେ ଯୋଗ ଦେବେ | ବ୍ରହ୍ମପୁରରେ BJP କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମୟୂରଭଞ୍ଜରେ କୋର କମିଟିରେ ଯୋଗ ଦେବେ |