ରାଜ୍ୟରେ ଗଠନ ହେଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ୫ ବିଜ୍ଞାପିତ ଅଞ୍ଚଳ ପରିଷଦ ହେଲା ମ୍ୟୁନିସପାଲଟି
-ବୌଦ୍ଧଗଡ଼, ଆସ୍କା, ଛତ୍ରପୁର ହେଲା ମୁନିସିପାଲଟି
-କରଞ୍ଜିଆ ଓ କଣ୍ଟାବାଞ୍ଝି ବି ମୁନିସିପାଲଟି ଘୋଷଣା
-ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
-୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ
-୨୦ଟି ଜିଲ୍ଲାରେ ଗଠନ ହେଲା ୩୪ଟି NAC
୩୪ଟି ନୂଆ NAC- ପାଲଲହଡ଼ା, ଛେଣ୍ଡିପଦା, ବସ୍ତା, ସିମୁଳିଆ, ପାଇକମାଳ, ଭେଡେନ, ଅଗରପଡ଼ା, ବେଲପଡ଼ା, ସଇଁତଳା, ବିଞ୍ଝାରପୁର, ପାଣିକୋଇଲି ଜାରକା, ଚଣ୍ଡିଖୋଲ, ଜୟପାଟଣା, ରାଇକିଆ, ବୋରିଗୁମ୍ମା, ନୂଆପଡ଼ା, ସିନାପାଲି, ଡୁଙ୍ଗୁରିପାଲି, ଚାନ୍ଦିଲି, ମୁନିଗୁଡ଼ା, ବିଷମକଟକ, ବଣେଇକୁ #NAC ମାନ୍ୟତା ଶେରଗଡ଼, କୁକୁଡାଖଣ୍ଡି, କଣ୍ଟିଲୋ, ଟାଙ୍ଗୀ, ବେଗୁନିଆ, ସାଲେପୁର, ବଡମ୍ବା, ନରସିଂହପୁର, ନିଆଳି, ବେତନଟି, ପରଜଙ୍ଗ ଓ କଣ୍ଟାମାଳକୁ NAC ଘୋଷଣା |

