ଆଞ୍ଚଳିକ ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ; ରାଜେଶ ପ୍ରଭାକର ପାଟିଲ ହେଲେ ବିଏମ୍ସି କମିଶନର February 24, 2024 mos live Spread the loveବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର ; ୨୦୦୫ ମସିହାର IAS ରାଜେଶ ପ୍ରଭାକର ପାଟିଲ ନୂଆ BMC କମିଶନର | ସମନ୍ବୟ ବିଭାଗର ସଚିବ ଦାୟିତ୍ବରେ ମଧ୍ୟ ରହିବେ | ବର୍ତ୍ତମାନର କମିଶନର ବିଜୟ କୁଲାଙ୍ଗେଙ୍କୁ ଏକ ମାସ ଛୁଟି | ଛୁଟିରୁ ଫେରିବା ପରେ ବିଜୟଙ୍କୁ ମିଳିବ ନୂଆ ଦାୟିତ୍ବ |