ରାଜ୍ୟଆଞ୍ଚଳିକଜାତୀୟ

ମୁମ୍ବାଇ ଓଡ଼ିଆ ସମାଜ ପେପର ର ଉନ୍ମୋଚନ କଲେ ଓଡିଶା ର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମIଝି I

Spread the love

ମୁମ୍ବାଇ ଗସ୍ତ ରେ ମୋହନ ଚରଣ ମIଝି .ମୁମ୍ବାଇ ଓଡ଼ିଆ ସମାଜ ନିୟୁଜ ପେପର ର ଏଡିଟର ଶ୍ରୀଯୁକ୍ତ ମIଝି ଙ୍କୁ ଭବ୍ୟ ସ୍ୱାଗତ କରିବା ସହ ପେପର ର ଶୁଭ ଉନ୍ମୋଚନ ମୋହନ ଙ୍କ କର କମଳା ରେ କରିଛନ୍ତି I ଏହି ଖବର କାଗଜ ଓଡିଶା ବାହାରେ ପ୍ରବାସୀ ଓଡ଼ିଆ ଙ୍କ ଲାଗି ବାଙ୍ଗଲୋର ,ଦିଲ୍ଲୀ ,ହାଇଦ୍ରାବାଦ ,ଚେନ୍ନାଇ ,ମୁମ୍ବାଇ ,ଆଣ୍ଡାମାନ ରେ ପବ୍ଲିଶ କରାଯାଉଛି I

Leave a Reply

Your email address will not be published. Required fields are marked *