ରାଜ୍ୟ

ଆଗାମୀ ଦୁଇ ଦିନ ଭିତରେ ବର୍ଷା ହେବାର ସମ୍ଭାବନା

Spread the love

1 ଜୁନରୁ 3 ଜୁଲାଇ ମଧ୍ୟରେ ରାଜ୍ୟରେ 168.1 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ଵାବାଭିକ ବର୍ଷା ତୁଳନାରେ 29% କମ ରହିଛି। ଆଜି ପରେ ବର୍ଷାର ପରିମାଣ ବଢିବ ବୋଲି ସୂଚନା ମିଳିଛି । ଆଗାମୀ 2 ଦିନ ଭିତରେ ସାରା ରାଜ୍ୟରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ବିଜୁଳି ଘଡଘଡି ଜନିତ ବର୍ଷା ରହିବ । ଆସନ୍ତାକାଳିଠୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ରାଜ୍ୟରେ ଏବେବି ତାତି ଜାରି ରହିଛି।

Leave a Reply

Your email address will not be published. Required fields are marked *