ଦେଶ ବିଦେଶ ମେ’ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବ୍ରହ୍ମପୁରରେ ବିଶାଳ ରୋଡ଼ ସୋ କରିବେ ମୋଦି | ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ | ଶାହା ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି | ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ସୂତ୍ରରୁ ସୂଚନା | May 1, 2024 mos live Spread the loveମେ’ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବ୍ରହ୍ମପୁରରେ ବିଶାଳ ରୋଡ଼ ସୋ କରିବେ ମୋଦି | ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ | ଶାହା ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି | ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ସୂତ୍ରରୁ ସୂଚନା |