ଟିଟ୍ବେଣ୍ଟି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ; ୧୫ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ
-୧୫ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ
-ରୋହିତ ଶର୍ମା ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ
-ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ
-ଶିବମ ଦୁବେ,ଯଶସ୍ବୀ ଜୟସ୍ବାଲ,ମହମ୍ମଦ ସିରାଜ
-ଯଶପ୍ରୀତ ବୁମ୍ରାହ,ଅକ୍ଷର ପଟେଲ,ଅର୍ଶଦୀପ ସିଂହ
-ୟୁଜଭେନ୍ଦ୍ର ଚହଲଙ୍କୁ ଟିମ୍ରେ ସ୍ଥାନ
-ଜୁନ୍ ୨ରୁ ଜୁନ ୨୯ ତାରିଖ ଯାଏଁ ଚାଲିବ ମ୍ୟାଚ

