ଆଦିବାସୀଙ୍କ ଉପରୁ ଛୋଟ ମକଦ୍ଦମା ପ୍ରତ୍ୟାହାର
ଆଦିବାସୀଙ୍କ ଉପରୁ ଛୋଟ ମକଦ୍ଦମା ପ୍ରତ୍ୟାହାର | ଆଦିବାସୀଙ୍କ ଉପରୁ ମାମଲା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ | ମାମଲା ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ | ପ୍ରତ୍ୟାହୃତ ହେବ ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା | ୪୮୦୧୮ଟି ଏନେଇ ମାମଲା ହଟାଇବାକୁ CMଙ୍କ ନିର୍ଦ୍ଦେଶ | ରାଜ୍ୟ ସରକାରଙ୍କ ସମୀକ୍ଷା ପରେ ମକଦ୍ଦମା ହଟାଇବାକୁ ନିର୍ଦ୍ଦେଶ |

