ରାଜ୍ୟ

ବଢ଼ିଲା ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

Spread the love

ବଢ଼ିଲା ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବରୁ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ ଥିଲା ୭ ହଜାର ଏବେ ୧୦ ହଜାରକୁ ହେଲା ବୃଦ୍ଧି । ଉପକୃତ ହେବେ ୪୬୦୫ ଜଣ କଳା ଶିକ୍ଷକ ଓ ଶିକ୍ଷୟିତ୍ରୀ । ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାଇବେ ପାରିଶ୍ରମିକ । କଳା ଓ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ମାତୃତ୍ୱ ଛୁଟି ମଧ୍ୟ ମିଳିବ |

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜିତ ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି । ମାସିକ ୫୩୭୯ ଟଙ୍କା ପାରିଶ୍ରମିକ ପାଉଥିଲେ ଏବେ ୧୦ ହଜାର ପାଇବେ । ଉପକୃତ ହେବେ ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ।

Leave a Reply

Your email address will not be published. Required fields are marked *