ରାଜ୍ୟ

ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ

Spread the love

ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ

ପୁଣି ଆସୁଛି ବର୍ଷା ! ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଏନେଇ ଭୁନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ ବିଶେଷ ଭାବେ ଅନୁଗୁଳ, ଦେବଗଡ଼ ଏବଂ ସମ୍ବଲପୁରରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ଆସନ୍ତା ଦୁଇ ଦିନରେ ଉପକୂଳରୁ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରୋ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ସମେତ ସମ୍ବଲପୁର, ବଲାଙ୍ଗିର ଭଳି ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛିା

Leave a Reply

Your email address will not be published. Required fields are marked *