Politics

ବିଜେଡିରେ ମିଶିଲେ ଯାଜପୁରର ନରେଶ ମହାନ୍ତି

Spread the love

ବିଜେଡିରେ ମିଶିଲେ ଯାଜପୁରର ନରେଶ ମହାନ୍ତି | ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ, ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ | ବିଜେପି ଛାଡି ବିଜେଡିରେ ମିଶିଛନ୍ତି ନରେଶ, CMଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ BJDରେ ସାମିଲ |

Leave a Reply

Your email address will not be published. Required fields are marked *