ଦେଶ ବିଦେଶ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଦେଓଗାଁ BRC ମଧୂସୁଦନ ପଟେଲ March 7, 2024 mos live Spread the love୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଦେଓଗାଁ BRC ମଧୂସୁଦନ ପଟେଲ | ଶୌଚାଳୟ ନିର୍ମାଣ ପାଇଁ ବିଲ୍ ଦେବାକୁ ଲାଞ୍ଚ ନେଉଥିଲେ | ଧରାପଡ଼ିବା ପରେ ମଧୂସୁଦନଙ୍କ ବିଭିନ୍ନ ଠିକଣାରେ ରେଡ୍ |