ଦେଶ ବିଦେଶ ବାରିପଦା: ଭାରସାମ୍ୟ ହରାଇ ଘାଟିରେ ପିଟିହେଲା ବସ୍; ୨୦ ଆହତ | ୪୯ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା | ଏକ ବଡ଼ ପଥରରେ ପିଟି ହେଲା ବସ୍, ଡ୍ରାଇଭର ଗୁରୁତର | ବସ୍ଟି ରାଉରକେଲାରୁ ମୁର୍ସିଦାବାଦ ଯିବା ବେଳେ ଦୁର୍ଘଟଣା | April 8, 2024 mos live Spread the loveବାରିପଦା: ଭାରସାମ୍ୟ ହରାଇ ଘାଟିରେ ପିଟିହେଲା ବସ୍; ୨୦ ଆହତ | ୪୯ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା | ଏକ ବଡ଼ ପଥରରେ ପିଟି ହେଲା ବସ୍, ଡ୍ରାଇଭର ଗୁରୁତର | ବସ୍ଟି ରାଉରକେଲାରୁ ମୁର୍ସିଦାବାଦ ଯିବା ବେଳେ ଦୁର୍ଘଟଣା |