ରାଜ୍ୟ

ବଢ଼ିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ; ମୂଳ ଦରମାର ୨୫ ପ୍ରତିଶତ ବଢ଼ିଲା ଦରମା

Spread the love

ବଢ଼ିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ; ମୂଳ ଦରମାର ୨୫ ପ୍ରତିଶତ ବଢ଼ିଲା ଦରମା | ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଅଭିଜ୍ଞତା ଥିବା କାର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ | ପ୍ରତି ୫ବର୍ଷର ଅଭିଜ୍ଞତା ପାଇଁ ମାସିକ ଏକ ହଜାର ଅଧିକ ମିଳିବ | ମହିଳା କର୍ମଚାରୀଙ୍କୁ ମିଳିବ ୧୨୦ଦିନ ଯାଏ ମାତୃତ୍ବ ଛୁଟି | ପ୍ରଥମ ଦୁଇଟି ସନ୍ତାନ ପାଇଁ ୧୨୦ ଦିନ ମାତୃତ୍ବ ଛୁଟି |

Leave a Reply

Your email address will not be published. Required fields are marked *