ଆଞ୍ଚଳିକ

ରତ୍ନଭଣ୍ଡାରର ରତ୍ନ ଆକଳନ କମିଟିର ବୈଠକ ଶେଷ | ଏଣ୍ଡୋସ୍କୋପି ବା ବୈଷୟିକ ସହାୟତା ନେବାକୁ ସୁପାରିସ | ଆସନ୍ତା ରଥଯାତ୍ରା ସମୟରେ ଆକଳନ ପାଇଁ ନିଷ୍ପତ୍ତି, ୧୯୭୮ର ଆକଳନ ରିପୋର୍ଟ ମାଗିଲା କମିଟି | ରିପୋର୍ଟ ମିଳିବା ପରେ ତର୍ଜମା କରିବ କମିଟି, କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା |

Spread the love

Leave a Reply

Your email address will not be published. Required fields are marked *