ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ମୃତ୍ୟୁ
-ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ମୃତ୍ୟୁ
-ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମଙ୍କ ମୃତ୍ୟୁ
-କୁହୁଡ଼ି ଓ ଖରାପ ପାଗ ଯୋଗୁଁ ଗତକାଲି ଇବ୍ରାହିମଙ୍କ ହେଲିକପ୍ଟର କ୍ରାସ ହୋଇଥିଲା
-ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଜଳିଯାଇଛି ହେଲିକପ୍ଟର
-ଇବ୍ରାହିମ୍ଙଙ୍କ ହେଲିକପ୍ଟରରେ ଥିବା ସମସ୍ତଙ୍କର ମୃତ୍ୟୁ
-ହେଲିକପ୍ଟରରେ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ୍ ଅମିର ଅବଦୁଲ୍ଲା ମଧ୍ୟ ଥିଲେ

