ରାଜ୍ୟ

ମିଶନ ଶକ୍ତି ସପୋର୍ଟ ଷ୍ଟାଫ୍‌ଙ୍କ ପ୍ରୋତ୍ସାହନ ରାଶି ବଢ଼ାଇଲେ ସରକାର | ଏମ୍‌ବିକେ, ବ୍ୟାଙ୍କମିତ୍ର, ଜୀବିକା ସହାୟିକାଙ୍କ ଦରମା ୧୦, ୭୫୦କୁ ବୃଦ୍ଧି | କୃଷି ମିତ୍ର, ପ୍ରାଣୀ ମିତ୍ର ଏଣିକି ୬୨୫୦ ଟଙ୍କା ପାଇବେ | ସିଆର୍‌ପି-ସିଏମ୍‌ ଏବେ ମାସିକ ୬୧୦୦ ଟଙ୍କା ପାଇବେ |

Spread the love

Leave a Reply

Your email address will not be published. Required fields are marked *