Politics BJPରେ ମିଶିଲେ ବିଜେଡି ନେତା ତଥା ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ March 15, 2024 mos live Spread the loveBJPରେ ମିଶିଲେ ବିଜେଡି ନେତା ତଥା ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ | ରାଜ୍ୟ BJP ସଭାପତିଙ୍କ ଉପସ୍ଥିତିରେ BJPରେ ସାମିଲ | ଯାଜପୁରର ଯୁବ ସମାଜସେବୀ ଦୀପ୍ତି ମହାରଣା ମଧ୍ୟ BJPରେ ମିଶିଲେ |