ଆଞ୍ଚଳିକ

ଝାରପଡ଼ା ଜେଲରେ ୨ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ଘଟଣା | କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ | ୱାର୍ଡର ପ୍ରଭାତ ମହାରଣାଙ୍କୁ ସସ୍‌ପେଣ୍ଡ କଲେ ଜେଲ୍ କର୍ତ୍ତୃପକ୍ଷ | ରାତି ଡ୍ୟୁଟିରେ ଦାୟିତ୍ୱରେ ଥିବା ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କୁ ବଦଳି |

Spread the love

Leave a Reply

Your email address will not be published. Required fields are marked *