Politics

ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ସ୍ପଷ୍ଟ କଲେ ମନମୋହନ | ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ | ‘ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ’ | ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ-ମନମୋହନ |

Spread the love

Leave a Reply

Your email address will not be published. Required fields are marked *