Politics ବିଜେଡିରେ ଯୋଗଦେଲେ କଂଗ୍ରେସ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ March 29, 2024 mos live Spread the loveବିଜେଡିରେ ଯୋଗଦେଲେ କଂଗ୍ରେସ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ | ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ | ୨୦୦୯ରୁ ୨୦୧୪ ଟିଟିଲାଗଡ଼ ଆସନରୁ ବିଜୟ ହୋଇଥିଲେ | ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସାମିଲ | ୧୨ ସରପଞ୍ଚ, ୧୩ ସମିତିସଭ୍ୟ ବିଜେଡିରେ ସାମିଲ | ୧ ହଜାରରୁ ଅଧିକ କର୍ମୀ ସାମିଲ |