ଦିନ ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା; ୩୭ ଡିଗ୍ରୀ ଉପରେ ରାଜ୍ୟର ୩ ସହର
ଦିନ ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା; ୩୭ ଡିଗ୍ରୀ ଉପରେ ରାଜ୍ୟର ୩ ସହର । ବାଲେଶ୍ବରରେ ସର୍ବାଧିକ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ । ଝାରସୁଗୁଡ଼ା ଓ ଚାନ୍ଦବାଲି ୩୭.୨ ଡିଗ୍ରୀ ଥିବାବେଳେ ଭୁବନେଶ୍ବରରେ ୩୬.୬ ଏବଂ ହୀରାକୁଦରେ ୩୬ ଡିଗ୍ରୀ ରେକର୍ଡ । କେନ୍ଦୁଝର ଓ ସମ୍ବଲପୁରରେ ୩୫.୮ ଡିଗ୍ରୀ, ରାଉରକେଲାରେ ୩୫.୬ ଡିଗ୍ରୀ ଏବଂ ପୁରୀରେ ୩୨.୪ ଡିଗ୍ରୀ ରେକର୍ଡ ।

