୨ ବିଧାୟକଙ୍କ ସଭ୍ୟପଦ ରବ୍ଦ | ବିଧାୟକ ପଦ ରବ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି | ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ପଦ ରବ୍ଦ | ଜୟଦେବ ଆସନରୁ ବିଧାୟକ ଥିଲେ ଅରବିନ୍ଦ ଢାଲି | ତେଲକୋଇ ଆସନରୁ ବିଧାୟକ ଥିଲେ ପ୍ରେମାନନ୍ଦ ନାୟକ | ଦଳବଦଳ କରିଥିବାରୁ ବିଧାୟକ ପଦ ରବ୍ଦ | ପଦ ରବ୍ଦ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ |