ଆଜି ଓଡ଼ିଶା ଆସୁଛନ୍ତି ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା ଓ ହିମନ୍ତ ବିଶ୍ୱ ଶର୍ମା
ଆଜି ଆସୁଛନ୍ତି ନଡ୍ଡା, ଯୋଗୀ ଓ ହିମନ୍ତ
-ପୁଣି ଓଡ଼ିଶା ଆସୁଛନ୍ତି BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା
-କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ପ୍ରଚାର
-ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଆସିବେ
-ପୁରୀ ଓ କେନ୍ଦ୍ରାପଡ଼ାରେ ପ୍ରଚାର କରିବେ ଯୋଗୀ
-୪ଟି ସ୍ଥାନରେ ପ୍ରଚାର କରିବେ ଆସାମ CM ହିମନ୍ତ ବିଶ୍ବଶର୍ମା
-ସମ୍ବଲପୁର, ଦେଓଗଡ଼, କେନ୍ଦୁଝର ଓ କଟକରେ ପ୍ରଚାର କରିବେ

