Politics

ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Spread the love

ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ | ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଜ୍ୟୋତିପ୍ରକାଶଙ୍କ ଇସ୍ତଫା | ଦଳର ସଭାପତିଙ୍କ ନିକଟକୁ ପଠାଇଲେ ନିଜ ଇସ୍ତଫାପତ୍ର | ବିଜେଡି ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତାରେ ଦେଲେ ସୂଚନା |

Leave a Reply

Your email address will not be published. Required fields are marked *