ଆଞ୍ଚଳିକ

ଆଜି ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ

Spread the love

ଆଜି ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ | ବିଧାନସଭା ସମ୍ମୁଖରେରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ | ଯୋଗ ଦେଲେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ପୋଲିସ କମିଶନର ଓ BMC କମିଶନର ମଧ୍ୟ ସାମିଲ | ୧୯୪୮ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ମନ୍ଦିର ମାଳିନୀ ଭୁବନେଶ୍ୱର ସହର। |

Leave a Reply

Your email address will not be published. Required fields are marked *