Politics

ନିର୍ବାଚନ ରାଲିରେ ଯୋଗଦେଇ ଶିକ୍ଷୟିତ୍ରୀ ନିଲମ୍ବିତ । ବୌଦ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟ ଦହ୍ୟାର ସରକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ ନିଲମ୍ବିତ । ରାଜନୈତିକ ଦଳର ପ୍ରଚାରରେ ସାମିଲ ହୋଇଥିବାରୁ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ ।

Spread the love

Leave a Reply

Your email address will not be published. Required fields are marked *