Politics

ବିଜେପିରେ ମିଶିଲେ ବରିଷ୍ଠ ବିଜେଡି ନେତା ଅଜୟ ନାୟକ

Spread the love

ଭୁବନେଶ୍ୱର: ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ଆଜି ସେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି। ବିଧାୟକ ବ୍ୟୋମକେଶଙ୍କୁ ମାମୁଁ ହେଉଛନ୍ତି ଅଜୟ ନାୟକ। ସେ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା କୁହାଯାଉଥିଲା। ବିଜେପି ନେତା ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *