ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ; ଆଉ ୬ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
-ବରୀ-ବିଶ୍ୱରଞ୍ଜନ ମଲ୍ଲିକ
-ହିନ୍ଦୋଳ-ମହେଶ ସାହୁ
-ରଘୁନାଥପଲ୍ଲୀ-ଅର୍ଚ୍ଚନାରେଖା ବେହେରା
-ବାଲିକୁଦା-ଏରସମା-ସାରଦା ପ୍ରସନ୍ନ ଜେନା
-କାକଟପୁର-ତୁଷାରକାନ୍ତି ବେହେରା
-ବାଙ୍ଗିରିପୋଷି-ରଞ୍ଜିତା