Politics ଉତ୍ତରପ୍ରଦେଶର ରାଏବରେଲୀରେ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ ଗାନ୍ଧି May 3, 2024 mos live Spread the loveଉତ୍ତରପ୍ରଦେଶର ରାଏବରେଲୀରେ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ ଗାନ୍ଧି | ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ଯାଇ ନାମାଙ୍କନ ଦାଖଲ କଲେ | କେରଳର ୱାୟନାଡରୁ ବି ନିର୍ବାଚନ ଲଢ଼ୁଛନ୍ତି ରାହୁଲ |