Politics ୨୮ ରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି | April 22, 2024 mos live Spread the love୨୮ ରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି | ସାଲେପୁରରେ ରାହୁଲଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ | ରାହୁଲଙ୍କ ଗସ୍ତ ନେଇ ଓଡ଼ିଶା ପ୍ରଭାରୀଙ୍କ ସୂଚନା | ସୂଚନା ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର |