ଦେଶ ବିଦେଶ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା April 27, 2024 mos live Spread the love-ଆସନ୍ତାକାଲି ସାଢ଼େ ୪ଟାରେ ଭୁବନେଶ୍ବରରେ ପହଞ୍ଚିବେ -ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ଯିବେ -ସାଢ଼େ ୫ଟାରେ ଆମ୍ବପୁଆ ସାଧାରଣ ସଭାରେ ଯୋଗ ଦେବେ -ପରେ ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ -ବ୍ରହ୍ମପୁରରେ ରାତ୍ରି ଯାପନ କରି ପରଦିନ ସକାଳୁ ଦିଲ୍ଲୀ ଫେରିଯିବେ