ଦେଶ ବିଦେଶ

ଆରମ୍ଭ ହେବ କି ଭାରତ ପାକିସ୍ତାନ ଯୁଧ !

Spread the love

ଖୁବ୍‌ଶୀଘ୍ର ଆରମ୍ଭ ହେବ କି ଭାରତ ପାକିସ୍ତାନ ଯୁଦ୍ଧ ? ଧୀରେ ଧୀରେ ସବୁ ପ୍ରସ୍ତୁତି ସାରୁଛି ଭାରତ । ପାକିସ୍ତାନ ବିରୁଦ୍ଧରେ ସାରା ବିଶ୍ବକୁ ଏକାଠି କଲା ଭାରତ । ପ୍ରଧାନମନ୍ତ୍ରୀ ମୋଦିଙ୍କ କଡା ଚେତାବନୀ ପରେ ଆରମ୍ଭ ହୋଇଛି ଫୁଲ ପ୍ରୁଫ ପ୍ରିପାରେସନ ।

Leave a Reply

Your email address will not be published. Required fields are marked *