Uncategorized

ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

Spread the love

-ଭରତପୁର ଫାୟାର ଷ୍ଟେସନ ବସ୍ତିରୁ ମୃତଦେହ ଉଦ୍ଧାର
-ମୃତକ ବିଷ୍ଣୁପ୍ରିୟା ରାଉତ, ଭଡ଼ା ଘରେ ରହୁଥିଲେ
-ବିଷ୍ଣୁପ୍ରିୟାଙ୍କ ସହ ଭଡ଼ା ଘରେ ରହୁଥିବା ଯୁବତୀ ଫେରାର
-ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ
-ପୋଲିସ ସହ ଘଟଣାର ତଦନ୍ତ କରୁଛି ସାଇଣ୍ଟିଫିକ ଟିମ୍‌

Leave a Reply

Your email address will not be published. Required fields are marked *