Politics ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ; ଟିକେଟ୍ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି May 4, 2024 mos live Spread the loveନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ; ଟିକେଟ୍ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଦଳ ଫଣ୍ଡିଂ ନକରିବାରୁ କ୍ୟାମ୍ପେନିଂ ସମ୍ଭବ ନୁହେଁ କହି ଟିକେଟ୍ ଫେରାଇଥିବା AICCକୁ ଜଣାଇଲେ |