ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ
ଭୁବନେଶ୍ବରରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ
ସୋମବାର ସକାଳୁ ବ୍ରହ୍ମପୁର ଯିବେ PM ମୋଦି
ବ୍ରହ୍ମପୁର ପରେ ନବରଙ୍ଗପୁର ସଭାରେ ଯୋଗ ଦେବେ
ନବରଙ୍ଗପୁର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ