ରାଜ୍ୟ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ June 20, 2024 mos live Spread the loveସୁରମା_ପାଢ଼ୀ_ଓଡ଼ିଶା_ବିଧାନସଭାର_ନୂଆ_ବାଚସ୍ପତି ବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସୁରମା ପାଢ଼ୀ ସର୍ବ ସମ୍ମତିକ୍ରମେ ବାଚସ୍ପତି ହେଲେ ସୁରମା ପାଢ଼ୀ ଘୋଷଣା କଲେ କାମଚଳା ବାଚସ୍ପତି ରାଜା ସ୍ବାଇଁ କାମଚଳା ବାଚସ୍ପତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କଲେ