Uncategorized

ନୂଆଦିଲ୍ଲୀ: ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ | ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି | ଆଜି ଓ କାଲି ୨ଦିନ ଧରି ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ | ଆସନ୍ତା ୨୬ରେ ହେବ ନୂଆ ବାଚସ୍ପତି ନିର୍ବାଚନ |

Spread the love

Leave a Reply

Your email address will not be published. Required fields are marked *