କ୍ରୀଡା

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ | ହରମନପ୍ରୀତ ସିଂଙ୍କ ନେତୃତ୍ବରେ ଯିବ ୧୯ ଜଣିଆ ଦଳ | ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ମିଳିଲା ସୁଯୋଗ | ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଟିମ୍‌ରେ ମିଳିଛି ସ୍ଥାନ |

Spread the love

Leave a Reply

Your email address will not be published. Required fields are marked *