ଦେଶ ବିଦେଶ

ବାଂଲାଦେଶ କୁ ସୁଧୁରିବାକୁ ଚେତାବନୀ ଦେଲା ଭାରତ

Spread the love

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଭାରତ କଡ଼ା ଆପତ୍ତି ଜଣାଇଛି। ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରସରକାର ବାଂଲାଦେଶକୁ କହିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ଉପରେ  ଆକ୍ରମଣ ହେବା ସହିତ ସେମାନଙ୍କ ସମ୍ପତ୍ତି ଲୁଟ୍ ହେଉଛି। ନିକଟରେ ବାଂଲାଦେଶର ଚଟଗାଓଁରେ ଏପରି ଘଟଣା ଘଟିଥିଲା। ଏହାକୁ ଭାରତ କଡ଼ା ନିନ୍ଦା କରିଛି।

Leave a Reply

Your email address will not be published. Required fields are marked *