odisha

କୋଟିଏ ଟଙ୍କାର ଧଳାପଥର ଜବତ ,୬ ଗିରଫ

Spread the love

ଗତକାଲି ମଧ୍ୟରାତ୍ରିରେ ACF ମନସୁନ ଖେମୁଣ୍ଡୁଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ମୁରଲୀଧର ଅନୁଗୁଳିଆଙ୍କ ନେତୃତ୍ବରେ ଚଢ଼ାଉ। ଦୁଇଟି ହାଇଓ୍ବା, ଗୋଟିଏ ଜେସିବି ସହ ୬ ଜଣଙ୍କୁ ଗିରଫ କରିଛି ମୋଟୁ ବନ ବିଭାଗ । ଜବତ ଧଳା ପଥରର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ ହେବା ନେଇ ଅନୁମାନ କରାଯାଉଛି। ମୋଟୁ ନିକଟସ୍ଥ ପୁସୁଗୁଡାରୁ ବିଜୟୱାଡା ଚାଲାଣ ବେଳେ ଜବତ କରିଛି ବନବିଭାଗ |

Leave a Reply

Your email address will not be published. Required fields are marked *