ଦେଶ ବିଦେଶ କର୍ଣ୍ଣାଟକରେ ଭୟଙ୍କର ସଡ଼କ ଦୁର୍ଘଟଣା ; ଦୁର୍ଘଟଣାରେ ୧୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ June 28, 2024 mos live Spread the loveକର୍ଣ୍ଣାଟକରେ ଭୟଙ୍କର ସଡ଼କ ଦୁର୍ଘଟଣା ; ଦୁର୍ଘଟଣାରେ ୧୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ | ସାଭାଦ୍ଦାତି ୟାଲାମ୍ମା ମନ୍ଦିରରୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା | ସମସ୍ତ ମୃତକ ଶିଭମୋଗା ଅଞ୍ଚଳର ବୋଲି ସୂଚନା |