Uncategorized

ଆଜି ତିନି ରଥର ହେବ ଦକ୍ଷିଣ ମୋଡ -ସକାଳ ଧୂପ ପରେ ତିନି ରଥକୁ ଯିବ ଆଜ୍ଞାମାଳ -ଆଜ୍ଞାମାଳ ଆସିବା ପରେ ନାକଚଣା ଦ୍ବାରକୁ ଅଣାଯିବ ରଥ -ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ହେବ ଦକ୍ଷିଣ ମୋଡ -ପରେ ତାଳଧ୍ବଜ ଓ ଶେଷରେ ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ -ଆଜିଠାରୁ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି

Spread the love

-ଆଜି ତିନି ରଥର ହେବ ଦକ୍ଷିଣ ମୋଡ
-ସକାଳ ଧୂପ ପରେ ତିନି ରଥକୁ ଯିବ ଆଜ୍ଞାମାଳ
-ଆଜ୍ଞାମାଳ ଆସିବା ପରେ ନାକଚଣା ଦ୍ବାରକୁ ଅଣାଯିବ ରଥ
-ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ହେବ ଦକ୍ଷିଣ ମୋଡ
-ପରେ ତାଳଧ୍ବଜ ଓ ଶେଷରେ ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ
-ଆଜିଠାରୁ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି

Leave a Reply

Your email address will not be published. Required fields are marked *