ବ୍ୟକ୍ତିତ୍ୱ

ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର PM ହେବା ପରେ ପ୍ରଥମ ମନ୍‌ କି ବାତ

Spread the love

ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର PM ହେବା ପରେ ପ୍ରଥମ ମନ୍‌ କି ବାତ

-ରେଡିଓରେ ମନର କଥା କହୁଛନ୍ତି PM ମୋଦି
-ଭୁବନେଶ୍ବର BJP ସମ୍ବର୍ଦ୍ଧନା ଉତ୍ସବରେ ମନ୍‌ କି ବାତ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସାଂସଦ

-‘ଫେବ୍ରୁଆରୀ ପରେ ଆଜି ଆପଣଙ୍କ ସହ କଥା ହେଉଛି’
-‘ରବିବାର ଆସିଲେ ମୁଁ ଏହି ଆଲୋଚନାକୁ ମନେ ପକାଉଥିଲି’
-‘ଏହି ସମୟରେ ଆସିଥିବା ଲକ୍ଷାଧିକ ଚିଠି ପାଇ ମୁଁ ଖୁସି’
-‘୨୦୨୪ ନିର୍ବାଚନ ବିଶ୍ବର ସବୁଠୁ ବଡ଼ ନିର୍ବାଚନ’
-୬୫ କୋଟି ଭୋଟର ମତଦାନ କରିଛନ୍ତି: ମୋଦି
-ସମସ୍ତଙ୍କ ଜୀବନରେ ମା’ର ସ୍ଥାନ ସର୍ବାଗ୍ରେ: ମୋଦି
-‘ଏକ ପେଡ୍ ମାଆ କେ ନାମ୍ କ୍ୟାମ୍ପେନ ଆରମ୍ଭ ହୋଇଛି’
-‘ଦେଶବାସୀ ମାଆଙ୍କ ସହ ମା’ଙ୍କ ନାଁରେ ଗଛ ଲଗାନ୍ତୁ’
-ମୁଁ ମଧ୍ୟ ମୋ ମାଆଙ୍କ ନାଁରେ ଗଛ ଲଗାଇଛି: ମୋଦି
-‘#PLANT4MOTHER ରେ ମା’ଙ୍କ ଫଟୋ ସୋସିଆଲ ମିଡିଆରେ ଛାଡ଼ି ସଚେତନ କରନ୍ତୁ’

-ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଲେ PM ମୋଦି
-‘ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଦେଶବାସୀଙ୍କ ଉପରେ ଥାଉ’

Leave a Reply

Your email address will not be published. Required fields are marked *