ଦେଶ ବିଦେଶ

ED ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ

Spread the love

ED ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ

-EDର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ
-ମେ’ ୧୭ରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ SC
-ଉପରିସ୍ଥ ବେଞ୍ଚକୁ ମାମଲା ହସ୍ତାନ୍ତର କଲେ ସୁପ୍ରିମକୋର୍ଟ
-ବଡ଼ ବେଞ୍ଚରେ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ
-ଜାମିନ ମିଳିବା ସତ୍ତ୍ବେ ଜେଲରୁ ବାହାରିବେନି କେଜ୍ରିୱାଲ
-ଏବେ CBI ହେପାଜତରେ ଅଛନ୍ତି କେଜ୍ରିୱାଲ
-୧୭ ଜୁଲାଇରେ HCରେ CBI ମାମଲାରେ ଶୁଣାଣି

Leave a Reply

Your email address will not be published. Required fields are marked *