ଦେଶ ବିଦେଶ ନେପାଳ: ଭୟଙ୍କର ଭୂସ୍ଖଳନ ପରେ ଭାସିଗଲା ୨ଟି ବସ୍, ୬୩ ଯାତ୍ରୀ ନିଖୋଜ July 12, 2024 mos live Spread the love-ନେପାଳ: ଭୟଙ୍କର ଭୂସ୍ଖଳନ ପରେ ଭାସିଗଲା ୨ଟି ବସ୍, ୬୩ ଯାତ୍ରୀ ନିଖୋଜ -୨ଟି ବସ୍ରେ ଡ୍ରାଇଭରଙ୍କ ସମେତ ଥିଲେ ୬୩ ଯାତ୍ରୀ -ନାରାୟଣଗଡ଼-ମୁଗଲିନ ରୋଡ୍ ସେକ୍ସନରେ ଭୂସ୍ଖଳନ -ଦୁଃଖ ପ୍ରକାଶ କଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ -ରେସ୍କ୍ୟୁ ଅପରେସନ ପାଇଁ ପ୍ରଧାନମନ୍ତ୍ରୀ ଦହଲଙ୍କ ନିର୍ଦେଶ