Uncategorized

ଆଉ କିଛି ଘଣ୍ଟା ପରେ ଖୋଲିବ ରତ୍ନଭଣ୍ଡାର ; ପ୍ରଭୁ ଲୋକନାଥଙ୍କ ମନ୍ଦିରରୁ ଆସିଲା ଆଜ୍ଞାମାଳ।

Spread the love

ଆଉ କିଛି ଘଣ୍ଟା ପରେ ଖୋଲିବ ରତ୍ନଭଣ୍ଡାର ; ପ୍ରଭୁ ଲୋକନାଥଙ୍କ ମନ୍ଦିରରୁ ଆସିଲା ଆଜ୍ଞାମାଳ। | ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା କଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକ । ଆଶୀର୍ବାଦ କାମନା କଲେ ଜଷ୍ଟିସ୍ ବିଶ୍ୱନାଥ ରଥ ଓ ଅରବିନ୍ଦ ପାଢ଼ୀ ।

Leave a Reply

Your email address will not be published. Required fields are marked *